ବହୁଭାଷୀ ଇଣ୍ଡିକ୍ କୀବୋର୍ଡ୍ (ସ୍ଵଲେଖ)

ଆପଣଙ୍କ ବ୍ୟବାହାରକାରୀମାନଙ୍କୁ ଏକ ବଟନ୍ ସ୍ପର୍ଶରେ ସେମାନଙ୍କର ପସନ୍ଦିତା ଭାଷାରେ ଟାଇପ୍ କରିବାକୁ ଦିଅନ୍ତୁ।

ସ୍ଵଲେଖ ଏକ ବହୁଭାଷୀ ଇଣ୍ଡିକ୍ କୀବୋର୍ଡ ଯାହା ଭାରତୀୟ ବ୍ୟବହାରକାରୀମାନଙ୍କୁ ନିଜ ପସନ୍ଦର ଭାଷାରେ ଟାଇପ୍ କରିବା ଏବଂ ଆପଣଙ୍କ ଆପ୍ ସହିତ ଇଣ୍ଟରାକ୍ଟ କରିବାରେ ସହାୟତା କରିଥାଏ। ଏକ ସହଜ ଏକୀକୃତ ଏସ୍.ଡି.କେ ଭାବରେ ଉପଲବ୍ଧ।

ନିଜ ପସନ୍ଦର ଭାଷାରେ ଅଭିବ୍ୟକ୍ତିର ସ୍ୱାଛନ୍ଦ୍ୟ ଉପଭୋଗ କରନ୍ତୁ

ଆପ୍ଲିକେସନ୍‌ଗୁଡିକ ସହିତ ଶୀଘ୍ର ଏବଂ ସହଜ ଏକୀକରଣ

ସର୍ବନିମ୍ନ ବିକାଶ ସହିତ ଆପଣଙ୍କର ଆପ୍ଲିକେସନ୍ ସହିତ ଏକ ବହୁଭାଷୀ କୀବୋର୍ଡ୍ ଏକୀକୃତ କରନ୍ତୁ। ସ୍ୱଲେଖ ଏସ୍.ଡି.କେ ଏକ ସହଜରେ କାର୍ଯ୍ୟାନ୍ୱୟନ ହେଇପାରୁଥିବା ଲାଇବ୍ରେରୀ ପ୍ୟାକେଜ୍ ସହିତ ଆସିଥାଏ ଯାହା ଆପଣଙ୍କର ଆପ୍ଲିକେସନ୍‌ରେ କିଛି ଧାଡି କୋଡ୍ ସହିତ ଏକୀଭୂତ କରା ହୋଇପାରିବ।

ଆରମ୍ଭ କରନ୍ତୁ

ଇଣ୍ଡିକ୍ ଲାଙ୍ଗୁଏଜ୍ ଟାଇପିଂ‌କୁ ସହଜ କରନ୍ତୁ

ଆପଣଙ୍କର ଡିଭାଇସ୍‌ରେ ଇଣ୍ଡିକ୍ ଟାଇପିଂ‌‌ର ଉପଲବ୍ଧତା ବିଷୟରେ ଆପଣଙ୍କର ଉପଭୋକ୍ତାମାନଙ୍କୁ ଚିନ୍ତା କରିବାରୁ ଦୂରେଇ ରଖନ୍ତୁ। ସ୍ଵଲେଖ ଏସ୍.ଡି.କେ 11 ଟି ଭିନ୍ନ ଭାରତୀୟ ଭାଷାକୁ ସମର୍ଥନ କରେ: ହିନ୍ଦୀ, ବଙ୍ଗଳା, ପଞ୍ଜାବୀ, ଅସମୀୟା, ଗୁଜୁରାଟୀ, ମରାଠୀ, ଓଡିଆ, ତାମିଲ, ତେଲୁଗୁ, କନ୍ନଡ, ଏବଂ ମାଲାୟାଲମ୍।

ଆରମ୍ଭ କରନ୍ତୁ

ଆପଣଙ୍କ ବ୍ୟବହାରକାରୀଙ୍କର ଯୋଗାଯୋଗ ବଢାନ୍ତୁ

ଏକ ଅନ୍‌ଟ୍ୟାପ୍‌ଡ୍ ବ୍ୟବହାରକାରୀ ବିଭାଗରେ ପହଞ୍ଚନ୍ତୁ ଯେଉଁଠାରେ ଡିଜିଟାଲ୍ ସାକ୍ଷରତା ଅଧିକ ଏବଂ ଇଂରାଜୀ-ଭାଷା ସାକ୍ଷରତା କମ୍। ସ୍ଵଲେଖ ଆପଣଙ୍କର ଆପ୍ ସହିତ ବ୍ୟବହାରକାରୀ-ପାରସ୍ପରିକ କ୍ରିୟାକୁ ଉନ୍ନତ କରି ସେମାନଙ୍କୁ ନିଜ ଭାଷାରେ ସହଜ ଏବଂ ପ୍ରଭାବଶାଳୀ ଭାବରେ ଯୋଗାଯୋଗ କରିବାକୁ ସକ୍ଷମ କରିଥାଏ - ସୁଯୋଗର ଏକ ନୂତନ ପୃଥିବୀ ଖୋଲିଥାଏ।

ଆରମ୍ଭ କରନ୍ତୁ

ବ୍ୟବହାରକାରୀମାନଙ୍କୁ ସେମାନଙ୍କର ସ୍ଥାନୀୟ ଭାଷାରେ ଶୀଘ୍ର ଏବଂ ନିପୁଣତାର ସହିତ ଟାଇପ୍ କରିବାକୁ ଦିଅନ୍ତୁ

ବ୍ୟବହାରକାରୀମାନଙ୍କୁ ବହୁଭାଷୀ ପୂର୍ବାନୁମାନିତ କୀବୋର୍ଡ୍ ସହିତ ଆପଣଙ୍କର ଆପ୍‌ରେ ଟାଇପ୍ କରିବାକୁ ବିକଳ୍ପ ପ୍ରଦାନ କରନ୍ତୁ। ସ୍ୱଲେଖ କୀବୋର୍ଡ୍ ବ୍ୟବହାରକାରୀମାନ ଯାହା ଟାଇପ୍ କରିଛନ୍ତି ତାହା ଉପରେ ଆଧାର କରି ଏକ ଚୟନିତ ଭାଷାରେ ଶବ୍ଦର ପ୍ରସ୍ତାବ ଦେଇଥାଏ। କୀପ୍ୟାଡ୍ ଇଂରାଜୀରେ, ଆପଣଙ୍କର ଚୟନିତ ଭାଷାରେ, ତା ସହିତ ଦ୍ୱି-ଭାଷାର ପୂର୍ବାନୁମାନ ଉପଲବ୍ଧ କରାଇଥାଏ।

ଆରମ୍ଭ କରନ୍ତୁ

ବ୍ୟବହାରକାରୀଙ୍କର ଟାଇପିଂ ସଠିକତାକୁ ଉନ୍ନତ କରନ୍ତୁ

ବ୍ୟବହାରକାରୀଙ୍କୁ ନିଜ ପସନ୍ଦର ଏକ ଭାଷାରେ ଟାଇପ୍ କରିବାକୁ ଅନୁମତି ଦିଅନ୍ତୁ ଏବଂ ସେମାନଙ୍କୁ ସ୍ୱଲେଖର ପୂର୍ବାନୁମାନିତ ଟାଇପିଂ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡିକ ସହିତ ସହାୟତା କରନ୍ତୁ। ବ୍ୟବହାରକାରୀମାନେ ବର୍ତ୍ତମାନ ଅଧିକ ସଠିକତା ସହିତ ଟେକ୍ସଟ୍ ଇନ୍‌‌ପୁଟ୍ କରିପାରିବେ ଏବଂ ସଂଯୋଜନ ପରି ସାଧାରଣ ତ୍ରୁଟିଗୁଡ଼ିକୁ ଏଡ଼ାଇ ପାରିବେ, ଯାହାକି ଇଣ୍ଡିକ୍ ସ୍କ୍ରିପ୍ଟରେ ଟାଇପ୍ କରିବା ସମୟରେ ସାଧାରଣ ଅଟେ।

ଆରମ୍ଭ କରନ୍ତୁ

ଏକାଧିକ ଭାଷା

22ଟି ଲୋକପ୍ରିୟ ଇଣ୍ଡିକ୍ ଭାଷାର ଏକ ମେନ୍ୟୁରୁ ଆପଣଙ୍କର ପସନ୍ଦିତ ଭାଷା ବାଛନ୍ତୁ। ସ୍ୱଲେଖର ଏକ ସମ୍ପୂର୍ଣ୍ଣ ସ୍ଥାନୀୟକୃତ ମେନ୍ୟୁ ଅଛି ଏବଂ ନିମ୍ନଲିଖିତ ଭାଷା କୀବୋର୍ଡଗୁଡ଼ିକୁ ସମର୍ଥନ କରିଥାଏ: ହିନ୍ଦୀ, ବଙ୍ଗଳା, ତେଲୁଗୁ, ମରାଠୀ, ତାମିଲ, ଗୁଜୁରାଟୀ, କନ୍ନଡ, ମାଲାୟାଲମ୍, ଓଡିଆ, ପଞ୍ଜାବୀ, ଅସମୀୟା, ନେପାଳୀ, ବୋଡୋ, ଡୋଗ୍ରି, କଙ୍କଣୀ, ମୈଥିଳି, ମଣିପୁରୀ, ସଂସ୍କୃତ, କାଶ୍ମୀରୀ , ସିନ୍ଧି, ଉର୍ଦ୍ଦୁ, ଏବଂ ସାନ୍ତାଳୀ

ଆରମ୍ଭ କରନ୍ତୁ

ଆଣ୍ଡ୍ରଏଡ୍ ପାଇଁ ବହୁଭାଷୀ, ବହୁମୁଖୀ କୀବୋର୍ଡ୍ ମାଧ୍ୟମରେ ବିଷୟବସ୍ତୁ ଟାଇପ୍ କରନ୍ତୁ, ସନ୍ଧାନ ଏବଂ ଆବିଷ୍କାର କରନ୍ତୁ

ଆମର ଉତ୍ପାଦ ବିଷୟରେ ସର୍ବପ୍ରଥମେ ଜାଣନ୍ତୁ

ଆମେ ସବୁଠାରେ ଅଛୁ । ଆସନ୍ତୁ, କଥା ହୁଅନ୍ତୁ!