ଆର୍ଥିକ ସେବାଗୁଡିକ

40% ଗ୍ରାହକ ଅନ୍‌ଲାଇନ୍ ମାଧମରେ ଋଣ ପ୍ରକ୍ରିୟାକରଣ କରନ୍ତି ନାହିଁ କାରଣ ସେମାନେ ଏକ ଜଟିଳ ଭାଷାରେ ନିୟମ ଏବଂ ସର୍ତ୍ତାବଳୀ ବୁଝିବାକୁ ଅସମର୍ଥ ହୋଇଥାନ୍ତି।

ଆପଣଙ୍କର ବ୍ୟବାହାରକାରୀମାନଙ୍କ ପାଇଁ ଆର୍ଥିକ ସେବାକୁ ସରଳ କରିବାକୁ ସେମାନଙ୍କ ଭାଷାରେ ଅନ୍‌ଲାଇନ୍‍ ସ୍ୱୟଂଚାଳିତ ବହୁଭାଷୀ ଯୋଗାଯୋଗ ବ୍ୟବହାର କରନ୍ତୁ।

ଆପଣ ଜାଣିଥିଲେ କି?

ମହାମାରୀର ସମ୍ମୁଖୀନ ହେବା ପୂର୍ବରୁ ଗ୍ରାମୀଣ ଭାରତୀୟ ଇଣ୍ଟରନେଟ୍ ବ୍ୟବହାର ସହରାଞ୍ଚଳର ଇଣ୍ଟରନେଟ୍ ବ୍ୟବହାରକୁ ଅତିକ୍ରମ କରିସାରିଛି।

ଆମର ରିପୋର୍ଟ ପଢନ୍ତୁ

ଆପଣ ଯାହା ଖୋଜୁଛନ୍ତି ତାହା ପାଇପାରୁ ନାହାଁନ୍ତି?

ଆମେ ସର୍ବଦା ଫିନ୍‌ଟେକ୍‌କୁ ଅଧିକ ସ୍ଥାନୀୟକରଣ କରିବାର ଉପାୟଗୁଡିକ ଖୋଜିବାରେ ଲାଗିଛୁ। ଯଦି ଆପଣଙ୍କର କୌଣସି ନିର୍ଦ୍ଦିଷ୍ଟ ଆବଶ୍ୟକତା ଅଛି, ଆମେ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ଆମର ଭାଷା ସମାଧାନକୁ ପ୍ରସ୍ତୁତ କରି ପାରିବୁ।

ରେଭରୀର ଟେକ୍ନୋଲୋଜି ଫିନ୍‌ଟେକ୍‌ ଇଣ୍ଡଷ୍ଟ୍ରିକୁ ସଶକ୍ତ କରେ

ପ୍ରମୁଖସମାଚାର ଯାହା କହେ

ଆମର ଉତ୍ପାଦ ବିଷୟରେ ସର୍ବପ୍ରଥମେ ଜାଣନ୍ତୁ

ଆମେ ସବୁଠାରେ ଅଛୁ । ଆସନ୍ତୁ, କଥା ହୁଅନ୍ତୁ!