ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଇଣ୍ଟରନେଟ୍, ସେମାନଙ୍କ ନିଜ ଭାଷାରେ

68% ଭାରତୀୟ ଅନ୍‌ଲାଇନ୍ ବ୍ୟବହାରକାରୀ ନିଜର ମାତୃଭାଷାରେ ଉପଲବ୍ଧ ସୂଚନା ଉପରେ ବିଶ୍ୱାସ କରିଥାନ୍ତି।

ଆମର ଏ.ଆଇ-ସଂଚାଳିତ ଭାଷା ପ୍ରଯୁକ୍ତିବିଦ୍ୟ ଏବଂ ସମାଧାନ ମାଧ୍ୟମରେ ଆପଣଙ୍କ ଗ୍ରାହକଙ୍କ ସହିତ ଦୀର୍ଘସ୍ଥାୟୀ ବିଶ୍ୱାସ ସୃଷ୍ଟି କରନ୍ତୁ ଏବଂ ଏପରି ଏକ ଭାଷାରେ ଯୋଗାଯୋଗ କରନ୍ତୁ ଯାହା ସେମାନେ ବୁଝନ୍ତି।

 

ଡେମୋ ପାଇଁ ଅନୁରୋଧ କରନ୍ତୁ ଆମ ସହିତ ଯୋଗାଯୋଗ କରନ୍ତୁ

ଭାରତୀୟ-ଭାଷା ବ୍ୟବହାରକାରୀଙ୍କ ପାଇଁ ଆପଣଙ୍କ ବ୍ୟବସାୟ କେତେ ପ୍ରସ୍ତୁତ ଅଛି?

ପରୀକ୍ଷା କରି ଦେଖନ୍ତୁ!

0 m+
ନାଗରିକମାନଙ୍କୁ ସଶକ୍ତ କରାହୋଇଛି
0 m+
ଡିଭାଇସ୍‌ ପର୍ଯ୍ୟନ୍ତ ପହଞ୍ଚିଛି
0 m+
ଇଣ୍ଡିକ୍ ଆପ୍ ଡାଉନ୍‌ଲୋଡ୍‌ ହୋଇଛି
0
ଇଣ୍ଡିକ୍ ଲାଙ୍ଗୁଏଜ୍ ସମର୍ଥିତ

ଆମର ଭାରତୀୟ-ଭାଷା ଉତ୍ପାଦ ସ୍ୟୁଟ୍

ଏ.ଆଇ-ସଂଚାଳିତ ଅନୁବାଦ ପରିଚାଳନା ହବ୍

ଏ.ଆଇ-ସଂଚାଳିତ ଅନୁବାଦ ପରିଚାଳନା ହବ୍

ପ୍ରବନ୍ଧକ

ଏକ କ୍ଲାଉଡ୍ ଆଧାରିତ, ଏ.ଆଇ-ସଂଚାଳିତ ମେସିନ୍ ଅନୁବାଦ ପରିଚାଳନା ପ୍ଲାଟଫର୍ମ ଯାହା ଭାରତୀୟ ଭାଷାରେ ଶୀଘ୍ର, ସହଜ ଏବଂ ସଠିକ୍ ଅନୁବାଦ ଏବଂ ସ୍ଥାନୀୟକରଣ ସୁନିଶ୍ଚିତ କରେ।

ଭାରତୀୟ ଭାଷା ପାଇଁ ଭଏସ୍ ସ୍ୟୁଟ୍

ଭାରତୀୟ ଭାଷା ପାଇଁ ଭଏସ୍ ସ୍ୟୁଟ୍

ଭଏସ୍ ସଲ୍ୟୁସନ୍ ମାଧ୍ୟମରେ ସାକ୍ଷରତା ପ୍ରତିବନ୍ଧକକୁ ହଟାନ୍ତୁ ଯାହା ସ୍ପିଚ୍ ଟୁ ଟେକ୍ସଟ୍ ଏବଂ ତାହାର ବିପରୀତକୁ ବୁଝି ପାରେ ଏବଂ ପ୍ରକ୍ରିୟାକରଣ କରେ।ଆପଣଙ୍କର ବଜାର ଆଧାରକୁ ବିସ୍ତାର କରନ୍ତୁ, ଅଧିକ ବିଶ୍ୱାସ ଗଢି ତୋଳନ୍ତୁ ଏବଂ ଏକାଧିକ ଭାରତୀୟ ଭାଷାରେ ଗ୍ରାହକଙ୍କ ସହିତ ପ୍ରଭାବକ୍ଷମ ଭାବରେ ଯୋଗାଯୋଗ କରନ୍ତୁ।

Reverie Neural Machine Translation

ରେଭରୀ ନ୍ୟୁରାଲ୍ ମେସିନ୍ ଅନୁବାଦ (ଏନ୍.ଏମ୍.ଟି)

ଦୃଶକ୍ତିଶାଳୀ ମେସିନ୍ ଅନୁବାଦ ମଡେଲ୍ ଯାହା ପ୍ରାସଙ୍ଗିକ ଭାବରେ ଅଧିକ ସଠିକତା ଏବଂ କ୍ଷିପ୍ରଗତି ସହିତ ଇଂରାଜୀ ବିଷୟବସ୍ତୁକୁ ଏକାଧିକ ଭାରତୀୟ ଭାଷାରେ ଅନୁବାଦ କରେ।

ୱେବ୍‌‌ସାଇଟ୍ ପ୍ରକାଶନ ଏବଂ ପରିଚାଳନା ପ୍ଲାଟଫର୍ମ

ୱେବ୍‌‌ସାଇଟ୍ ପ୍ରକାଶନ ଏବଂ ପରିଚାଳନା ପ୍ଲାଟଫର୍ମ

ଅନୁବାଦକ

ଏକ ପ୍ଲାଟଫର୍ମ ଯାହା ଯେକୌଣସି ଭାଷାରେ ଆପଣଙ୍କର ବିଦ୍ୟମାନ ଏବଂ/କିମ୍ବା ନୂତନ ୱେବସାଇଟ୍ ସୃଷ୍ଟି, ଲଞ୍ଚ୍ ଏବଂ ଅପ୍ଟିମାଇଜ୍ କରିବା ପ୍ରକ୍ରିୟାକୁ ସ୍ୱୟଂଚାଳିତ ଏବଂ ତ୍ୱରାନ୍ୱିତ କରେ। ଏସ୍.ଈ.ଓ- ଅନୁକୂଳ ସ୍ଥାନୀୟ-ଭାଷା ବିଷୟବସ୍ତୁ ଏବଂ ସର୍ବନିମ୍ନ ଆଇ.ଟି ହସ୍ତକ୍ଷେପ ସହିତ ବଜାରରେ ପ୍ରବେଶ କରେ।

ବହୁଭାଷୀ ଇଣ୍ଡିକ୍ କୀବୋର୍ଡ୍

ବହୁଭାଷୀ ଇଣ୍ଡିକ୍ କୀବୋର୍ଡ୍

ସ୍ଵଲେଖ

ୱେବ୍ ଏବଂ ସେଟ୍-ଟପ୍ ବକ୍ସଗୁଡିକ ପାଇଁ ବହୁଭାଷୀ କୀପ୍ୟାଡ୍ ଯାହା ଭାରତୀୟ ବ୍ୟବହାରକାରୀମାନଙ୍କୁ ନିଜ ପସନ୍ଦର ଭାଷାରେ ଟାଇପ୍ କରିବା ଏବଂ ଇଣ୍ଟରାକ୍ଟ କରିବାରେ ସହାୟତା କରିଥାଏ।

ବହୁଭାଷୀ ଟେକ୍ସଟ୍ ପ୍ରଦର୍ଶନ ସ୍ୟୁଟ୍

ବହୁଭାଷୀ ଟେକ୍ସଟ୍ ପ୍ରଦର୍ଶନ ସ୍ୟୁଟ୍

ସୌନ୍ଦର୍ଯ୍ୟଗତ ଏବଂ ବୈଜ୍ଞାନିକ ଭାବରେ ଡିଜାଇନ୍ କରାଯାଇଥିବା ଭାରତୀୟ ଭାଷାର ଫଣ୍ଟ୍‌ସ ଏବଂ ଟେକ୍ସଟ୍ ଡିସ୍ପ୍ଲେ ସଲ୍ୟୁସନ୍ ଯାହା ଡିଜିଟାଲ୍ ବିଷୟବସ୍ତୁକୁ ଅଧିକ ପଠନୀୟ କରିଥାଏ।

ଆମେ ଯେଉଁ ଇଣ୍ଡଷ୍ଟ୍ରିଗୁଡିକକ ସହ ସଂଯୁକ୍ତ

ସ୍ଵାସ୍ଥ୍ୟ ସେବା

ଅନ୍‍ଲାଇନ୍‍ ସ୍ୱାସ୍ଥ୍ୟ ସେବା ବ୍ୟବହାର କରୁଥିବା 90% ରୋଗୀ ଇଂରାଜୀ ବୁଝନ୍ତି ନାହିଁ

ଇ-କମର୍ସ୍

44% ଭାରତୀୟ କ୍ରେତା ଇଂରାଜୀରେ ଉତ୍ପାଦର ବର୍ଣ୍ଣନା ଏବଂ ସମୀକ୍ଷା ବୁଝି ପାରନ୍ତି ନାହିଁ

ଶିକ୍ଷା

ବର୍ତ୍ତମାନ ଡିଜିଟାଲ୍ ଶିକ୍ଷା ପ୍ଲାଟଫର୍ମ ବିଷୟବସ୍ତୁ କେବଳ ପ୍ରାଥମିକ ଶିକ୍ଷାର ଭାଷା ଭାବରେ ଇଂରାଜୀକୁ ପସନ୍ଦ କରୁଥିବା 10%ର ଉପରେ ଗୁରୁତ୍ଵ ପ୍ରଦାନ କରେ।

ମନୋରଞ୍ଜନ

ସ୍ଥାନୀୟ ଭାଷାରେ ବିଷୟବସ୍ତୁର ସିମୀତତା କିମ୍ବା ଅନୁପଲବ୍ଧତା ମନୋରଞ୍ଜନ ସେବା ବ୍ୟବହାର କରୁଥିବା 54% ଅନ୍‌ଲାଇନ୍‍ ବ୍ୟବାହାରକାରୀଙ୍କୁ ସୀମାବଦ୍ଧ କରି ଥାଏ।

ରେଭରୀ କାର୍ଯ୍ୟ କରୁଛି

ରେଭରୀର ଭାରତୀୟ-ଭାଷା ପ୍ରଯୁକ୍ତିବିଦ୍ୟା 130+ ବ୍ୟବସାୟକୁ କ୍ଷମତା ପ୍ରଦାନ କରୁଛି

ଆମର ଉତ୍ପାଦ ବିଷୟରେ ସର୍ବପ୍ରଥମେ ଜାଣନ୍ତୁ

ଆମେ ସବୁଠାରେ ଅଛୁ । ଆସନ୍ତୁ, କଥା ହୁଅନ୍ତୁ!